ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ପରାମର୍ଶ ଦେଲେ ଜିନ୍‌ପିଙ୍ଗ୍

ବେଜିଂ: ସୈନ୍ୟମାନଙ୍କ ତାଲିମକୁ ବ୍ୟାପକ କର। ଦୃଢ଼ ପ୍ରତିଜ୍ଞାର ସହିତ ସାର୍ବଭୌମତ୍ୱକୁ ରକ୍ଷା କର ଏବଂ ଦେଶର ସାମଗ୍ରିକ ସ୍ଥିରତାକୁ ରକ୍ଷା କର। ଏଥିସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ। ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ଚୀନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ତାଙ୍କ ଦେଶର ସେନାକୁ ଏହି ପରାମର୍ଶ ଦେଇଛନ୍ତି। କୋଭିଡ୍‌-୧୯ ସଂକ୍ରମଣ ବ୍ୟାପିବା ପରେ ଚୀନ୍‌ ସହିତ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ସହିତ ଏହାର ସମ୍ପର୍କ … Continue reading ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ପରାମର୍ଶ ଦେଲେ ଜିନ୍‌ପିଙ୍ଗ୍